ଅର୍ଥ : ଲକ୍ଷ୍ମୀଙ୍କ ଏକ ରୂପ
ଉଦାହରଣ :
ସେ ପ୍ରତିଦିନ ମହାଲକ୍ଷ୍ମୀଙ୍କୁ ପୂଜା କରେ
ଅନ୍ୟ ଭାଷାରେ ଅନୁବାଦ :
Hindu goddess of fortune and prosperity.
lakshmiଅର୍ଥ : ଏକ ପ୍ରକାର ଛନ୍ଦ
ଉଦାହରଣ :
ମହାଲକ୍ଷ୍ମୀଙ୍କ ପ୍ରତ୍ୟେକ ଚରଣରେ ତିନି ରଗଣ ରହିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନାରାୟଣଙ୍କର ଏକ ଶକ୍ତି
ଉଦାହରଣ :
ମହାଲକ୍ଷ୍ମୀଙ୍କ ବିନା ନାରାୟଣ ଅସଂପୂର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :
A female deity.
goddessଅର୍ଥ : ଜଗଦମ୍ବାଙ୍କ ଗୋଟିଏ ରୂପ ଯାହାଙ୍କୁ ଶିବଙ୍କ ପତ୍ନୀ ରୂପେ ଗ୍ରହଣ କରାଯାଏ
ଉଦାହରଣ :
ପ୍ରତିଦିନ ସେ ମହାଲକ୍ଷ୍ମୀଙ୍କୁ ପୂଜା କରନ୍ତି
ଅନ୍ୟ ଭାଷାରେ ଅନୁବାଦ :
A female deity.
goddess