ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମହାଚଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମହାଚଣ୍ଡ   ବିଶେଷ୍ୟ

ଅର୍ଥ : ଯମଙ୍କ ଜଣେ ଦୂତ

ଉଦାହରଣ : ମହାଚଣ୍ଡ ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ରାଜାଙ୍କୁ ନେବାକୁ ଆସିଥିଲେ

ସମକକ୍ଷ : ମହାଚଂଡ


ଅନ୍ୟ ଭାଷାରେ ଅନୁବାଦ :

यम के एक दूत।

महाचंड मृत्यु सैय्या पर पड़े राजा को लेने आए थे।
महाचंड, महाचण्ड

An imaginary being of myth or fable.

mythical being

ଅର୍ଥ : ଶିବଙ୍କ ଜଣେ ଗଣ

ଉଦାହରଣ : ମହାଚଣ୍ଡଙ୍କ ବର୍ଣ୍ଣନା ଶିବପୁରାଣରେ ଦେଖିବାକୁ ମିଳେ


ଅନ୍ୟ ଭାଷାରେ ଅନୁବାଦ :

शिव का एक गण।

महाचंड का वर्णन शिवपुराण में मिलता है।
महाचंड, महाचण्ड

An imaginary being of myth or fable.

mythical being