ଅର୍ଥ : ପୃଥିବୀ ଓ ଅନ୍ୟ ଗ୍ରହ ବା ନକ୍ଷତ୍ରମଧ୍ୟରେ ଥିବା ସ୍ଥାନ
ଉଦାହରଣ :
ମହାକାଶ ବିଷୟରେ ଆଜି ବି ବୈଜ୍ଞାନିକମାନେ ଅନୁସନ୍ଧାନ କରୁଛନ୍ତି
ସମକକ୍ଷ : ଅନ୍ତରୀକ୍ଷ
ଅନ୍ୟ ଭାଷାରେ ଅନୁବାଦ :
Any location outside the Earth's atmosphere.
The astronauts walked in outer space without a tether.