ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମାଲାବାର ନିବାସୀ
ଉଦାହରଣ : ମନ୍ଦିରରେ ମଲୟାଲୀ ଅୟପାଙ୍କ ପୂଜା ବହୁତ ଧୁମଧାମରେ ହୁଏ
ସମକକ୍ଷ : ମଲୟାଲି
ଅନ୍ୟ ଭାଷାରେ ଅନୁବାଦ :हिन्दी English
केरल का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।
A native or inhabitant of India.
ଅର୍ଥ : ମଲୟାଲମ ଭାଷାର ବା ମଲୟାଲମ ଭାଷା ସମ୍ବନ୍ଧିତ
ଉଦାହରଣ : ଏହି ସିନେମା ମଲୟାଲୀ କାହାଣୀ ଉପରେ ତିଆରି ହୋଇଛି
ସମକକ୍ଷ : ମଲୟାଲମ
ଅର୍ଥ : ମାଲାବାର ସମ୍ବନ୍ଧିତ ବା ମାଲାବାରର
ଉଦାହରଣ : କଥକକଳୀ ଏକ ମଲୟାଲୀ ଲୋକ ନୃତ୍ୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
केरल का या वहाँ के निवासी, भाषा, संस्कृति आदि से संबंधित।
ଅର୍ଥ : ମାଲାବାରରେ ରହୁଥିବା ବ୍ୟକ୍ତି
ଉଦାହରଣ : ଶୀଲା ଜଣେ ମଲୟାଲୀ ପିଲାକୁ ବାହା ହେଲା
मालाबार का या वहाँ के निवासी, भाषा, संस्कृति आदि से संबंधित।
ସଂସ୍ଥାପନ କରନ୍ତୁ