ଅର୍ଥ : ମଧ୍ୟ ଭାଗ ବା ସ୍ଥାନ
ଉଦାହରଣ :
ଘରର ମଝିରେ ଅଗଣା ଅଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁର ସେହି କେନ୍ଦ୍ରୀୟ ଅଂଶ ବା ଭାଗ ଯେଉଁଠି ତାହାର ସମସ୍ତ ପ୍ରାନ୍ତ ସମାନ ଦୂରତାରେ ପଡେ
ଉଦାହରଣ :
ଅଗଣାର ମଝିରେ ମନ୍ଦିର ବରକୋଳିର ମଝିରେ ମଞ୍ଜି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା କୌଣସି ବସ୍ତୁ, ସ୍ଥାନଆଦିର ମଝିରେ ଅବସ୍ଥିତ
ଉଦାହରଣ :
ଆଜିକାଲି ଭାରତର ମଧ୍ୟବର୍ତ୍ତୀ ଭାଗରେ ମୂଷଳ ଧାରାରେ ବର୍ଷା ହେଉଛି
ସମକକ୍ଷ : ଅନ୍ତବର୍ତ୍ତୀ, ମଝି, ମଧ୍ୟବର୍ତ୍ତୀ
ଅନ୍ୟ ଭାଷାରେ ଅନୁବାଦ :
Being neither at the beginning nor at the end in a series.
Adolescence is an awkward in-between age.