ଅର୍ଥ : ସୁବାସିତ ପତ୍ରଯୁକ୍ତ ଗୋଟିଏ ବୁଦାଳିଆ ଗଛ ଯାହାକୁ ପବିତ୍ର ବୋଲି ବିଚାର କରାଯାଏ
ଉଦାହରଣ :
ତୁଳସୀ ପତ୍ରଗୁଡ଼ିକ ଔଷଧ ତିଆରିରେ ଲାଗେ
ସମକକ୍ଷ : ତୁଳସୀ, ପବିତ୍ରା, ବୃନ୍ଦା, ଶ୍ରୀମଂଜରୀ
ଅନ୍ୟ ଭାଷାରେ ଅନୁବାଦ :
पवित्र माना जाने वाला एक झाड़ जिसकी पत्तियों में गंध होती है।
तुलसी की पत्तियाँ औषध के काम में आती हैं।Any of several Old World tropical aromatic annual or perennial herbs of the genus Ocimum.
basil