ଅର୍ଥ : କେହି ଦୁଇଟି ପରିସ୍ଥିତିରେ, କଥାରେ, ଘଟଣାରେ, ସମ୍ବନ୍ଧ ଆଦିର ମଧ୍ୟରେ ବା ମଝିରେ
ଉଦାହରଣ :
ସେ ଦୁଇ ଆଶଙ୍କାର ମଝିରେ ଫସିଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁର ସେହି କେନ୍ଦ୍ରୀୟ ଅଂଶ ବା ଭାଗ ଯେଉଁଠି ତାହାର ସମସ୍ତ ପ୍ରାନ୍ତ ସମାନ ଦୂରତାରେ ପଡେ
ଉଦାହରଣ :
ଅଗଣାର ମଝିରେ ମନ୍ଦିର ବରକୋଳିର ମଝିରେ ମଞ୍ଜି
ଅନ୍ୟ ଭାଷାରେ ଅନୁବାଦ :