ଅର୍ଥ : ଦୁର୍ନୀତିରେ ଲିପ୍ତ ଥିବା ବ୍ୟକ୍ତି
ଉଦାହରଣ :
ଭ୍ରଷ୍ଟାଚାରୀମାନେ ଦେଶକୁ ଖୋଳ କରିଦେଲେଣି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭ୍ରଷ୍ଟାଚାର ଯୋଗ୍ୟ
ଉଦାହରଣ :
ଡକାୟତ ଭ୍ରଷ୍ଟାଚାରୀ ପୋଲିସ ଅଧିକାରୀଙ୍କୁ ବହୁତ ଧନ ଦେବାପାଇଁ ଲାଳସା ଦେଖାଉଥିଲା
ସମକକ୍ଷ : ବ୍ୟଭିଚାରୀ
ଅନ୍ୟ ଭାଷାରେ ଅନୁବାଦ :
Capable of being corrupted.
Corruptible judges.ଅର୍ଥ : ଖରାପ ବା ନିନ୍ଦନୀୟ ଚରିତ୍ରର
ଉଦାହରଣ :
ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ
ସମକକ୍ଷ : ଅନାଚାରୀ, ଅପଚାରୀ, କଦାଚାରୀ, କୁମାର୍ଗୀ, କୁଲଷଣ, ଚରିତ୍ରହୀନ, ଦୁରାଚାରୀ, ଦୁଶ୍ଚରିତ୍ର, ଭ୍ରଷ୍ଟ
ଅନ୍ୟ ଭାଷାରେ ଅନୁବାଦ :
Unrestrained by convention or morality.
Congreve draws a debauched aristocratic society.ଅର୍ଥ : ଭ୍ରଷ୍ଟାଚାର ସମ୍ବନ୍ଧୀୟ
ଉଦାହରଣ :
ଭ୍ରଷ୍ଟାଚାରୀ ଗତିବିଧିରେ ଲିପ୍ତ ହେବାରୁ ସେ ନିଲମ୍ବିତ ହେଲେ
ଅନ୍ୟ ଭାଷାରେ ଅନୁବାଦ :