ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଭୋଗିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଭୋଗିବା   କ୍ରିୟାପଦ

ଅର୍ଥ : ସୁଖ, ଦୁଃଖଆଦି ସହିବା

ଉଦାହରଣ : ସେ ନିଜେ କର୍ମ ଫଳ ଭୋଗୁଛି

ସମକକ୍ଷ : ପାଇବା, ଭୁଞ୍ଜିବା


ଅନ୍ୟ ଭାଷାରେ ଅନୁବାଦ :

दुख आदि सहना।

वह अपने किए की सजा भोग रहा है।
पाना, भुगतना, भोगना

ଅର୍ଥ : ସୁଖ ଦୁଃଖଆଦି ଅନୁଭବ କରିବା

ଉଦାହରଣ : ମଣିଷ ନିଜ କର୍ମ ଅନୁସାରେ ହିଁ ଫଳ ଭୋଗେ


ଅନ୍ୟ ଭାଷାରେ ଅନୁବାଦ :

सुख-दुख आदि का अनुभव करना।

मनुष्य अपने कर्मों के अनुसार ही फल भोगता है।
भुगतना, भोगना