ଅର୍ଥ : ଖାଲି ଆସନ,ପଦ ଆଦିରେ କାହାରିକୁ ବସାଇ ବା ନିଯୁକ୍ତ କରି ସ୍ଥାନ ପୂରଣ କରିବା
ଉଦାହରଣ :
ମନ୍ତ୍ରୀ ମହୋଦୟ ସାରା ବିଭାଗ ନିଜ ଭାଇ-ବନ୍ଧୁମାନଙ୍କ ଦ୍ବାରା ଭରି ଦେଇଛନ୍ତି
ଅର୍ଥ : ଭଣ୍ଡାରରେ ରଖିବା
ଉଦାହରଣ :
ସେ ଧାନକୁ କୋଠିରେ ଭରିଲେ
ସମକକ୍ଷ : ଗଚ୍ଛିତ କରିବା, ରଖିବା
ଅନ୍ୟ ଭାଷାରେ ଅନୁବାଦ :
Keep or lay aside for future use.
Store grain for the winter.ଅର୍ଥ : ଭରିବାକାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
କୃଷକ ତା ସ୍ତ୍ରୀଦ୍ୱାରା ମୁଣିରେ ଧାନ ପୂରାଉଛି
ସମକକ୍ଷ : ପୂରାଇବା, ପୂର୍ଣ୍ଣକରିବା, ବୋଝେଇକରିବା, ଭର୍ତ୍ତିକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖାଲିସ୍ଥାନକୁ ପୂର୍ଣ୍ଣ କରିବାପାଇଁ ସେଥିରେ କିଛି ବସ୍ତୁଆଦି ରଖିବା
ଉଦାହରଣ :
ଶ୍ରମିକଟି ରାସ୍ତାକଡ଼ର ଗାତଟିକୁ ଭରୁଛି
ସମକକ୍ଷ : ପୂର୍ଣ୍ଣ କରିବା
ଅନ୍ୟ ଭାଷାରେ ଅନୁବାଦ :
खाली जगह को पूर्ण करने के लिए उसमें कोई वस्तु आदि डालना।
मजदूर सड़क के किनारे का गड्ढा भर रहा है।