ଅର୍ଥ : ଶକୁନ୍ତଳାଙ୍କ ଗର୍ଭରୁ ଜନ୍ମିତ ଦୁଷ୍ମନ୍ତଙ୍କ ପୁତ୍ର
ଉଦାହରଣ :
ଭରତ ବାଲ୍ୟାବସ୍ଥାରେ ସିଂହଶାବକଙ୍କ ସହିତ ଖେଳୁଥିଲେ
ସମକକ୍ଷ : ଶାକୁଂତଳେୟ, ଶାକୁନ୍ତେଳୟ
ଅନ୍ୟ ଭାଷାରେ ଅନୁବାଦ :
शकुन्तला के गर्भ से उत्पन्न दुष्यंत के पुत्र।
भरत बाल्यावस्था में सिंहनी के बच्चों के साथ खेला करते थे।An imaginary being of myth or fable.
mythical beingଅର୍ଥ : ରାମଙ୍କ ପୂର୍ବଜ ଏବଂ ଧୃବସନ୍ଧିଙ୍କ ପୁତ୍ର ଥିବା ଇକ୍ଷ୍ବାକୁ ବଂଶର ଜଣେ ରାଜା
ଉଦାହରଣ :
ସଗର ଭରତଙ୍କର ପୌତ୍ର ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : କୈକେୟୀଙ୍କ ଗର୍ଭରୁ ଜନ୍ମ ହୋଇଥିବା ରାଜା ଦଶରଥଙ୍କ ପୁଅ
ଉଦାହରଣ :
ଭରତ ରାମଙ୍କର ସାନ ଭାଇ ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being