ଅର୍ଥ : ଇଟା,ପଥର,କାଠଆଦି ଦ୍ୱାରା ପ୍ରାୟ ସ୍ଥାୟୀ ରୂପରେ ପ୍ରସ୍ତୁତ ଏପରି କୌଣସି ନିର୍ମାଣ ଯେଉଁଥିରେ ଛାତ ଓ ପାଚେରିଥାଏ ଏବଂ ଯାହା ବାସ୍ତୁର ଅନ୍ତର୍ଗତ ହୋଇଥାଏ
ଉଦାହରଣ :
ଏହି ଭବନ ନିର୍ମାଣପାଇଁ ତିନି ବର୍ଷ ଲାଗିଗଲା
ସମକକ୍ଷ : କୋଠା, ବିଲ୍ଡ଼ିଙ୍ଗ୍
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି(ଶାସକ ଆଦି) ରହିବା ନିମନ୍ତେ ସରକାରୀ ବା ଆଧିକାରିକ ଭବନ
ଉଦାହରଣ :
ରାଜ୍ୟପାଳ ନିବାସ ଏହି ମାର୍ଗରେ ରହିଛି
ଅନ୍ୟ ଭାଷାରେ ଅନୁବାଦ :
किसी महत्त्वपूर्ण व्यक्ति (शासक आदि) के रहने का सरकारी या आधिकारिक भवन।
राज्यपाल निवास इसी मार्ग पर है।The official house or establishment of an important person (as a sovereign or president).
He refused to live in the governor's residence.