ଅର୍ଥ : ଯେଉଁ ବ୍ୟାଗରେ ଛାତ୍ରଛାତ୍ରୀମାନେ ବହି, ଖାତା, ଓ ଅନ୍ୟାନ୍ୟ ଜିନିଷ ରଖନ୍ତି
ଉଦାହରଣ :
ଆଜିକାଲିର ପିଲାଙ୍କ ବ୍ୟାଗ ବହିପତ୍ରରେ ଭର୍ତ୍ତି ହୋଇ ରହୁଛି
ସମକକ୍ଷ : ବସ୍ତାନି, ସ୍କୁଲବ୍ୟାଗ
ଅନ୍ୟ ଭାଷାରେ ଅନୁବାଦ :
A bag for carrying school books and supplies.
Found just the right dictionary to fit into his schoolbag.ଅର୍ଥ : ବିଶେଷକରି ମହିଳାମାନେ ବ୍ୟବହୃତ କରୁଥିବା ହାତଥିବା ବ୍ୟାଗ ଯେଉଁଥିରେ ଟଙ୍କା-ପଇସା ଆଦି ବସ୍ତୁ ରଖିହୁଏ
ଉଦାହରଣ :
ଶୀଲା ନିଜ ବ୍ୟାଗରେ ଦର୍ପଣ,ପାନିଆ ଆଦି ମଧ୍ୟ ରଖେ
ସମକକ୍ଷ : ପର୍ସ, ହ୍ୟାଣ୍ଡବ୍ୟାଗ
ଅନ୍ୟ ଭାଷାରେ ଅନୁବାଦ :
A container used for carrying money and small personal items or accessories (especially by women).
She reached into her bag and found a comb.