ଅର୍ଥ : ସନ୍ୟାସ ଆଶ୍ରମରେ ରହୁଥିବା ତଥା ତାଙ୍କର ନିୟମ ପାଳନ କରୁଥିବା ବ୍ୟକ୍ତି
ଉଦାହରଣ :
ଚିତ୍ରକୂଟରେ ଜଣେ ବଡ଼ ସନ୍ୟାସୀଙ୍କ ସହିତ ମୋର ସାକ୍ଷାତ ହେଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସଂଯମପୂର୍ବକ ବ୍ରହ୍ମଚର୍ଯ୍ୟ ପାଳନ କରିବା
ଉଦାହରଣ :
ସେ ଆଜନ୍ମ ବ୍ରହ୍ମଚାରୀ
ସମକକ୍ଷ : ବ୍ରତୀ, ବ୍ରହ୍ମଚର୍ଯ୍ୟ ପାଳକ, ଯତି
ଅନ୍ୟ ଭାଷାରେ ଅନୁବାଦ :
संयमपूर्वक रहकर ब्रह्मचर्य का पालन करनेवाला।
भीष्मपितामह ने आजन्म ब्रह्मचारी का जीवन बिताया।An unmarried person who has taken a religious vow of chastity.
celibate