ଅର୍ଥ : ଗହବାର ବଂଶର ଏକ ଶାଖା ବୋଲି ବିଚାର କରାଯାଉଥିବା ଏକ କ୍ଷତ୍ରିୟ ବଂଶ
ଉଦାହରଣ :
ବୁନ୍ଦେଲା କ୍ଷତ୍ରିୟମାନଙ୍କୁ ବୀରମାନଙ୍କ ମଧ୍ୟରେ ଗଣାଯାଇଥାଏ
ସମକକ୍ଷ : ବୁନ୍ଦେଲା ବଂଶ
ଅନ୍ୟ ଭାଷାରେ ଅନୁବାଦ :
क्षत्रियों का एक वंश जो गहरवार वंश की शाखा माना जाता है।
बुंदेला वंश के क्षत्रियों की गणना वीरों में होती है।