ଅର୍ଥ : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ
ଉଦାହରଣ :
ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ
ସମକକ୍ଷ : ଅଧ୍ୟବସାୟ, ଅଭ୍ୟାସ, ତପସ୍ୟା, ତାଲିମ୍, ପ୍ରଯତ୍ନ, ବ୍ରତ, ସାଧନା
ଅନ୍ୟ ଭାଷାରେ ଅନୁବାଦ :
Persevering determination to perform a task.
His diligence won him quick promotions.