ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଫଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଫଳ   ବିଶେଷଣ

ଅର୍ଥ : ଯିଏ ସଫଳ ହୋଇନାହିଁ

ଉଦାହରଣ : ମୁ ଦୌଡ଼ରେ ପ୍ରଥମ ସ୍ଥାନ ପାଇବାକୁ ଅସଫଳ ହେଲି

ସମକକ୍ଷ : ଅସଫଳ, ନିଷ୍ପଳ


ଅନ୍ୟ ଭାଷାରେ ଅନୁବାଦ :

जो सफल न हुआ हो।

नौकरी पाने के असफल प्रयासों के कारण वह निराश हो गया।
अविकच, असफल, नाकाम, नाकामयाब, निष्फल, फ्लाप, विफल

Failing to accomplish an intended result.

An abortive revolt.
A stillborn plot to assassinate the President.
abortive, stillborn, unsuccessful

ଅର୍ଥ : ଯାହାର କୌଣସି ଫଳ ବା ପରିଣାମ ନାହିଁ

ଉଦାହରଣ : ମୁଁ ତାକୁ ବୁଝେଇବାରେ ନିଷ୍ଫଳ ହେଲି

ସମକକ୍ଷ : ଅସିଦ୍ଧ, ନିରର୍ଥକ, ନିଷ୍ଫଳ, ବ୍ୟର୍ଥ


ଅନ୍ୟ ଭାଷାରେ ଅନୁବାଦ :

जिसका कोई फल या परिणाम न हो।

मैं उसे समझाने का निष्फल प्रयत्न करता रहा।
नए उपग्रह का प्रक्षेपण निष्फल हो गया।
अंबिरथा, अकृतार्थ, अपरिणामी, अफल, अफलित, असफल, असिद्ध, नाकाम, निरर्थक, निष्फल, परिणामरहित, फलरहित, बेकार, बेनतीजा, विफल, व्यर्थ

Not successful. Having failed or having an unfavorable outcome.

unsuccessful