ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁରେ ଦାନ୍ତ, ନଖ, ଥଣ୍ଟ ବା ପଞ୍ଝା ମାରି ସେଥିରୁ କିଛି ଅଂଶ ଟାଣି ନେବା
ଉଦାହରଣ : ଶାଗୁଣା ମୃତଜନ୍ତୁର ମାଂସ ଝୁଣୁଛି
ସମକକ୍ଷ : ଝୁଣିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी वस्तु में दाँत, नाखून, चोंच या पंजा धँसाकर उसका कुछ अंश खींच लेना।
Cut the surface of. Wear away the surface of.
ଅର୍ଥ : ଚିରିକରି ଏକରୁ ଅଧିକ ଭାଗ କରିବା
ଉଦାହରଣ : ସେ ରାଗରେ ନୂଆ ଲୁଗାଟିକୁ ଚିରିଦେଲା
ସମକକ୍ଷ : ଚିରିବା, ଫାଡ଼ିବା
किसी चीज को एक जगह या सिरे से दूसरी जगह या सिरे तक सीध में फाड़कर या किसी धारदार उपकरण से काटकर उसे एक से अधिक भागों में करना।
Separate or cause to separate abruptly.
ସଂସ୍ଥାପନ କରନ୍ତୁ