ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିଚାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିଚାରକ   ବିଶେଷ୍ୟ

ଅର୍ଥ : ମକଦ୍ଦମା ଶୁଣି ନିର୍ଣ୍ଣୟ କରି ନ୍ୟାୟ ଦେଉଥିବା ନ୍ୟାୟାଳୟର ବିଚାରକ

ଉଦାହରଣ : ସଚ୍ଚା ଓ ସାଧୁ ବ୍ୟକ୍ତି ହିଁ ଜଣେ କୁଶଳୀ ବିଚାରକ ହୋଇପାରନ୍ତି

ସମକକ୍ଷ : ଜଜ୍, ନ୍ୟାୟକର୍ତ୍ତା, ନ୍ୟାୟାଧୀଶ, ବିଚାରପତି


ଅନ୍ୟ ଭାଷାରେ ଅନୁବାଦ :

न्यायालय का वह उच्च अधिकारी जो मुक़दमों को सुनकर कानून के अनुसार निर्णय करता या न्याय देता है।

एक ईमानदार और सच्चा व्यक्ति ही एक कुशल न्यायाधीश हो सकता है।
अधिकर्णिक, जज, जस्टिस, न्यायकर्ता, न्यायमूर्ति, न्यायाधिकारी, न्यायाधिपति, न्यायाधीश, मुंसिफ, मुंसिफ़, विचारपति

ଅର୍ଥ : ଯେ କୌଣସି ପ୍ରସଙ୍ଗ ବା କଥାଆଦି ସମ୍ପର୍କରେ ବିଚାର କରେ

ଉଦାହରଣ : ସେ ଜଣେ କୁଶଳ ବିଚାରକ

ସମକକ୍ଷ : ଚିନ୍ତକ, ମନୀଷୀ


ଅନ୍ୟ ଭାଷାରେ ଅନୁବାଦ :

वह जो किसी मुद्दे, बात आदि पर विचार करता हो।

वह एक कुशल विचारक है।
चिंतक, मनीषी, विचारक

Someone who exercises the mind (usually in an effort to reach a decision).

thinker