ଅର୍ଥ : କୌଣସି ପ୍ରାଣୀର ବାସସ୍ଥାନ ହୋଇଥିବା ସ୍ଥାନ ବା କ୍ଷେତ୍ର
ଉଦାହରଣ :
ବାଘର ବାସସ୍ଥଳୀ ହେଉଛି ଜଙ୍ଗଲ ଦୟାକରି ଆପଣଙ୍କ ନିବାସ ସ୍ଥଳ ସମ୍ପର୍କରେ କୁହନ୍ତୁ
ସମକକ୍ଷ : ନିବାସ, ନିବାସସ୍ଥଳ, ନିବାସସ୍ଥାନ, ବାସ, ବାସସ୍ଥାନ
ଅନ୍ୟ ଭାଷାରେ ଅନୁବାଦ :
वह स्थान या क्षेत्र जहाँ किसी प्राणी का आवास हो।
शेर का निवास स्थान जंगल है।The native habitat or home of an animal or plant.
habitation