ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାର ଧାନ ଗଛ
ଉଦାହରଣ : ବିଲରେ ବାସୁମତୀ ଧାନ ଲହଡ଼ି ମାରୁଛି
ସମକକ୍ଷ : ବାସୁମତୀ
ଅର୍ଥ : ଏକ ପ୍ରକାର ବଢ଼ିଆ ଚାଉଳ
ଉଦାହରଣ : ମାଆ ଆଜି ବାସମତୀ ଚାଉଳରେ ଭାତ ରାନ୍ଧିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक प्रकार का बढ़िया चावल।
Grains used as food either unpolished or more often polished.
ଅର୍ଥ : ଏକ ପ୍ରକାର ଧାନ
ଉଦାହରଣ : ବାସୁମତୀ ଚାଉଳ ବହୁତ ବଢ଼ିଆ
एक प्रकार का धान का पौधा।
एक प्रकार का धान।
Rice in the husk either gathered or still in the field.
ସଂସ୍ଥାପନ କରନ୍ତୁ