ଅର୍ଥ : ବାମ ଆଡକୁ ବାଙ୍କି ଥିବା ଶଙ୍ଖ
ଉଦାହରଣ :
ସମୁଦ୍ର କୂଳରୁ ତାକୁ ଗୋଟିଏ ବାମାବର୍ତ୍ତ ଶଙ୍ଖ ମିଳିଲା
ସମକକ୍ଷ : ବାମାବର୍ତ୍ତ ଶଙ୍ଖ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚାଲିବା ବା ବୁଲିବାପାଇଁ ବାମରୁ ଆରମ୍ଭ ହେଉଥିବା
ଉଦାହରଣ :
ନାଜିମାନଙ୍କ ସ୍ୱସ୍ତିକ ଚିହ୍ନ ବାମାବର୍ତ୍ତ ଥିଲା
ଅନ୍ୟ ଭାଷାରେ ଅନୁବାଦ :
In the direction opposite to the rotation of the hands of a clock.
anticlockwise, contraclockwise, counterclockwise