ଅର୍ଥ : କୌଣସି ବିଷୟରେ ଉଗ୍ରମତ ଥିବା ବ୍ୟକ୍ତିଙ୍କ ସିଦ୍ଧାନ୍ତ
ଉଦାହରଣ :
ମନୋଜ ବାମପନ୍ଥ ଆପଣେଇ ନେଇଛି
ଅନ୍ୟ ଭାଷାରେ ଅନୁବାଦ :
The ideology of the political left. Belief in or support of the tenets of the political left.
leftismଅର୍ଥ : ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ସମର୍ଥନ କରୁଥିବା ସିଦ୍ଧାନ୍ତ
ଉଦାହରଣ :
ସେ ବାମମାର୍ଗର ସମର୍ଥକ
ସମକକ୍ଷ : ବାମପଂଥ, ବାମପକ୍ଷ, ବାମପନ୍ଥ
ଅନ୍ୟ ଭାଷାରେ ଅନୁବାଦ :
The ideology of the political left. Belief in or support of the tenets of the political left.
leftismଅର୍ଥ : ଗୋଟିଏ ତାନ୍ତ୍ରିକ ମତ ଯେଉଁଥିରେ ମଦ୍ୟ,ମାଂସ ଆଦିକୁ ସେବନ କରିବାର ବିଧି ଅଛି
ଉଦାହରଣ :
ବେଦରେ କୁହାଯାଇଛି ଦକ୍ଷିଣମାର୍ଗର ବିରୁଦ୍ଧରେ ବାମମାର୍ଗ ପଡ଼ିଥାଏ
ସମକକ୍ଷ : ବାମପନ୍ଥୀ
ଅନ୍ୟ ଭାଷାରେ ଅନୁବାଦ :