ଅର୍ଥ : ବାଞ୍ଝ କରାଇବାର ପ୍ରକ୍ରିୟା
ଉଦାହରଣ :
ଜନସଂଖ୍ୟା କମ କରିବାପାଇଁ ଲୋକମାନଙ୍କୁ ବନ୍ଧ୍ୟାକରଣ ନିମନ୍ତେ ଉପଦେଶ ଦିଆଯାଉଛି
ସମକକ୍ଷ : ବଂଧ୍ୟାକରଣ
ଅନ୍ୟ ଭାଷାରେ ଅନୁବାଦ :
बाँझ कर देने की क्रिया।
जनसंख्या कम करने के लिए लोगों को वंध्यकरण की सलाह दी जाती है।The act of making an organism barren or infertile (unable to reproduce).
sterilisation, sterilization