ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଟି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଟି   ବିଶେଷ୍ୟ

ଅର୍ଥ : ଛୁଆମାନଙ୍କ ଦ୍ୱାରା କଟିକୁ ରଦ୍ଦ କରି ପୁନଃ ମୈତ୍ରୀ ସମ୍ବନ୍ଧ ସ୍ଥାପିତ କରିବା କ୍ରିୟା ଯେଉଁଥିରେ ସେମାନେ ହାତର କିଛି ଆଙ୍ଗୁଳିଗୁଡ଼ିକୁ ନିଜ ମଧ୍ୟରେ ସ୍ପର୍ଶ କରାନ୍ତି

ଉଦାହରଣ : ଛୁଆମାନେ କଥା କଥାରେ କଟି କରି ପୁଣି ବଟି କରିନିଅନ୍ତି


ଅନ୍ୟ ଭାଷାରେ ଅନୁବାଦ :

बच्चों द्वारा कट्टी को रद्द करके पुनः मैत्री संबंध स्थापित करने की क्रिया जिसमें वे हाथ की कुछ अंगुलियों को आपस में स्पर्श कराते हैं।

बच्चे बात-बात में कट्टी करके फिर से बट्टी कर लेते हैं।
बट्टी