ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁଥିରେ ଫଳ ଧରେନାହିଁ ବା ହୋଇନାହିଁ
ଉଦାହରଣ : ଏହି ଅଫଳନ୍ତି ଗଛଗୁଡ଼ିକ କେବଳ ଶୋଭା ବଢ଼ାଇବାପାଇଁ ଲଗାଯାଇଛି
ସମକକ୍ଷ : ଅଫଳନ୍ତି, ଫଳବିହୀନ, ଫଳହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसमें फल न हो या न लगते हों।
Not fruitful. Not conducive to abundant production.
ସଂସ୍ଥାପନ କରନ୍ତୁ