ଅର୍ଥ : ମାଈ ମଇଁଷିର ଅଣ୍ଡିରା ମଇଁଷି ସହ ସଂଯୋଗହେବା
ଉଦାହରଣ :
ମାଈ ମଇଁଷିଟି ଫଳଯାଉଛି
ସମକକ୍ଷ : ଗର୍ଭବତୀହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଣ୍ଡିରା ମଇଁଷି ସହ ସଂଯୋଗଦ୍ୱାରା ମାଈ ମଇଁଷିର ଗର୍ଭହେବା
ଉଦାହରଣ :
ଏହି ମଇଁଷି ଗର୍ଭବତୀ ହୋଇଛି
ସମକକ୍ଷ : ଗର୍ଭବତୀହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗର୍ଭ ଧାରଣ କରିବା
ଉଦାହରଣ :
ଏହି ଗାଈ ପ୍ରତିବର୍ଷ ଗାଭିଲୀ ହୁଏ
ସମକକ୍ଷ : ଗର୍ଭ ଧାରଣ କରିବା, ଗାଭିଲୀ ହେବା
ଅନ୍ୟ ଭାଷାରେ ଅନୁବାଦ :