ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ବିଶିଷ୍ଟ ତତ୍ତ୍ୱ ରୂପରେ ବିକଶିତ ହେବା
ଉଦାହରଣ : ଏବେ ଆମ ଯୋଜନା ସାକାର ହେଉଛି
ସମକକ୍ଷ : ଫଳପ୍ରସୂ ହେବା, ସଫଳ ହେବା, ସାକାର ହେବା
ଅନ୍ୟ ଭାଷାରେ ଅନୁବାଦ :हिन्दी
* एक विशिष्ट तत्त्व के रूप में विकसित होना।
ଅର୍ଥ : ବିଶେଷକରି ଆଶାନୁରୂପ ପ୍ରଭାବ ପଡ଼ିବା ବା ଫଳାଫଳ ଆସିବା
ଉଦାହରଣ : ଏହି ଔଷଧ ଭୋଜନପରେ ଖାଇଲେ ହିଁ କାମକରେ
ସମକକ୍ଷ : କାମ କରିବା, କାମ ଦେବା, ଫଳପ୍ରସୂ ହେବା
* प्रभाव होना या नतीजा आना विशेषकर जैसी कोई आशा करे।
ସଂସ୍ଥାପନ କରନ୍ତୁ