ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର ଫଳ ବା ପରିଣାମ ଅଛି
ଉଦାହରଣ : ଶେଷରେ କୁସୁମର କଠିନ ପରିଶ୍ରମ ଫଳପ୍ରଦ ହେଲା
ସମକକ୍ଷ : ସଫଳ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसका फल या परिणाम हो या हुआ हो।
Having succeeded or being marked by a favorable outcome.
ଅର୍ଥ : ଭଲ ଫଳ ଦେଉଥିବା
ଉଦାହରଣ : ସବୁ କାମ ଫଳଦାୟକ ନୁହେଁ
ସମକକ୍ଷ : ଫଳଦ, ଫଳଦାୟକ, ଫଳଦାୟୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
अच्छा फल देनेवाला।
ସଂସ୍ଥାପନ କରନ୍ତୁ