ଅର୍ଥ : କୌଣସି ବସ୍ତୁକୁ ପ୍ରାପ୍ତ ହେବା ବା ପହଞ୍ଚିବାର ଲିଖିତ ସୂଚନା ବା ପ୍ରାପ୍ତିର ସ୍ବୀକୃତି
ଉଦାହରଣ :
ମୋ ପତ୍ରର ପ୍ରାପ୍ତି ସ୍ବୀକୃତି ପତ୍ର ମୋତେ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ
ସମକକ୍ଷ : ପ୍ରାପ୍ତି ସ୍ବିକାରୋକ୍ତି ପତ୍ର, ପ୍ରାପ୍ତି ସ୍ବୀକୃତି ପତ୍ର
ଅନ୍ୟ ଭାଷାରେ ଅନୁବାଦ :
किसी चीज़ के प्राप्त होने या पहुँचने की लिखित सूचना या प्राप्ति की स्वीकृति।
मुझे अभी तक मेरे पत्र की पावती नहीं मिली है।An acknowledgment (usually tangible) that payment has been made.
receiptଅର୍ଥ : କାହାଠାରୁ ଟଙ୍କାନେବାପରେ ତାର ପ୍ରମାଣ ସ୍ୱରୁପ ତାକୁ ଦିଆଯାଉଥିବା ଲିଖିତ ପତ୍ର
ଉଦାହରଣ :
ଏଇଟା ଆମଦ୍ୱାରା ବ୍ୟାଙ୍କରେ ଜମା କରାଯାଇଥିବା ଟଙ୍କାର ରସିଦ
ଅନ୍ୟ ଭାଷାରେ ଅନୁବାଦ :
किसी से रुपए लेने पर उसके प्रमाण के रूप में दिया जाने वाला लिखा हुआ पत्र।
यह हमारे द्वारा बैंक में जमा किये गये पैसे की रसीद है।An acknowledgment (usually tangible) that payment has been made.
receipt