ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରବର୍ତିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରବର୍ତିତ   ବିଶେଷଣ

ଅର୍ଥ : ଯାହାକୁ ଅନ୍ୟଠାରୁ ପ୍ରେରଣା ମିଳେ

ଉଦାହରଣ : ଗୁରୁଜୀ ରାମକୁ ପାଠ ପଢ଼ିବାପାଇଁ ଅନୁପ୍ରେରିତ କଲେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ସମାଜ ଆଜି ଉନ୍ନତିର ଶିଖରରେ ପହଞ୍ଚିଛି

ସମକକ୍ଷ : ଅନୁପ୍ରାଣିତ, ଅନୁପ୍ରେରିତ


ଅନ୍ୟ ଭାଷାରେ ଅନୁବାଦ :

जिसे दूसरे से प्रेरणा मिली हो।

गुरुजी ने राम को पढ़ने के लिए प्रेरित किया।
उनके आदर्शों द्वारा उत्प्रेरित समाज आज उन्नति के शिखर पर है।
इषित, ईरित, उत्प्रेरित, प्रवर्तित, प्रवर्त्तित, प्रहित, प्रेरित