ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁ, କଥା ଆଦି ସ୍ୱୀକାର ନ କରିବାର ପ୍ରକ୍ରିୟା
ଉଦାହରଣ : ଆପଣ ମୋର ଅନୁରୋଧକୁ ଅସ୍ୱୀକାର କରନ୍ତୁ ନାହିଁ
ସମକକ୍ଷ : ଅମଙ୍ଗ, ଅସମ୍ମତି, ଅସ୍ୱୀକାର, ଅସ୍ୱୀକୃତି, ନାମଞ୍ଜୁର
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी वस्तु, बात आदि को स्वीकार न करने की क्रिया।
The act of refusing.
ଅର୍ଥ : ନିଜ ସମ୍ମୁଖକୁ ଆସିଥିବା ପ୍ରାର୍ଥନା, ଉକ୍ତି ଆଦିର ଅସ୍ୱୀକୃତି ବା ନାମଞ୍ଜୁରୀ
ଉଦାହରଣ : ରାଜାଙ୍କ ପ୍ରତ୍ୟାଖ୍ୟାନ ଶୁଣି ମନ୍ତ୍ରୀ ଫେରି ଚାଲିଗଲେ
ସମକକ୍ଷ : ଅସ୍ୱୀକାର
अपने सम्मुख आई प्रार्थना, कथन आदि की अस्वीकृति या नामंजूरी।
The act of refusing an offer.
ସଂସ୍ଥାପନ କରନ୍ତୁ