ଅର୍ଥ : ଯେ ନିଜ ସ୍ଥାନରୁ ହଟିଯାଇଛି ଏବଂ ତା ବଦଳରେ ତାକୁ ବା ଅନ୍ୟ କୌଣସି ବସ୍ତୁ ବା ବ୍ୟକ୍ତିକୁ ପୁଣିଥରେ ସେହି ସ୍ଥାନରେ ବସାଯାଇଛି ବା ରଖାଯାଇଛି
ଉଦାହରଣ :
ଏହା ଭଗବାନ ଶିବଙ୍କର ପ୍ରତିସ୍ଥାପିତ ମୂର୍ତ୍ତି ଲବଣ ତିଆରିରେ ହାଇଡ୍ରୋଜେନ୍ ଧାତୁଦ୍ୱାରା ପ୍ରତିସ୍ଥାପିତ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
अपने स्थान से हटे हुए वस्तु या व्यक्ति को फिर से उसी स्थान पर बैठाया या रखा हुआ।
यह भगवान शिव की प्रतिस्थापित मूर्ति है।