ଅର୍ଥ : ଜୀବଜନ୍ତୁଙ୍କର ସ୍ୱତଃ ନିଜପରି ଜୀବ ଉତ୍ପନ୍ନ କରିବା ପ୍ରକ୍ରିୟା
ଉଦାହରଣ :
ସବୁ ଜୀବଜନ୍ତୁଙ୍କ ପ୍ରଜଜନ କ୍ଷମତା ଅଲଗା ଅଲଗା
ଅନ୍ୟ ଭାଷାରେ ଅନୁବାଦ :
जीवों की स्वतः अपने जैसे जीव उत्पन्न करने की क्रिया।
सभी जन्तुओं में प्रजनन की क्षमता अलग-अलग होती है।The sexual activity of conceiving and bearing offspring.
breeding, facts of life, procreation, reproduction