ଅର୍ଥ : ଯେଉଁ କାର୍ଡ଼ ବିନା ଲଫାପାରେ ଡାକ ମାଧ୍ୟମରେ ସଂଦେଶ, ସମଚାରଆଦି ପଠେଇବାପାଇଁ କାମରେ ଆସେ ଏବଂ ଯେଉଁଥିରେ ଅଲଗା ଡାକ ଟିକେଟ୍ ମଧ୍ୟ ଲଗେଇବାକୁ ପଡ଼େ ନାହିଁ
ଉଦାହରଣ :
ବର୍ତ୍ତମାନ ପୋଷ୍ଟ କାର୍ଡ଼ର ମୂଲ୍ୟ ଏକ ଟଙ୍କା ହୋଇଯାଇଛି
ସମକକ୍ଷ : ପୋଷ୍ଟ କାର୍ଡ଼
ଅନ୍ୟ ଭାଷାରେ ଅନୁବାଦ :
वह कार्ड जो बिना लिफाफा के डाक द्वारा संदेश, समाचार आदि भेजने के काम आता है और जिसमें अलग से डाक टिकट भी लगाना नहीं पड़ता है।
पोस्टकार्ड का मूल्य अब एक रूपया हो गया है।A card for sending messages by post without an envelope.
mailing-card, post card, postal card, postcard