ଅର୍ଥ : ପ୍ରାଚୀନ କାଳର କଥା
ଉଦାହରଣ :
ପୁରାଣ ଗପରେ ପ୍ରାଚୀନ କାଳର ଘଟଣାଗୁଡ଼ିକ ସଂପର୍କରେ ଆଲୋକପାତ କରାଯାଇଥାଏ
ସମକକ୍ଷ : ପୁରାଣ ଆଖ୍ୟାନ, ପୁରାଣ କଥା, ପୁରାଣ କାହାଣୀ
ଅନ୍ୟ ଭାଷାରେ ଅନୁବାଦ :
प्राचीन काल की कथा।
पुरा कथाएँ प्राचीन काल की घटनाओं पर प्रकाश डालती हैं।