ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପିଲାଙ୍କ ଭଳି
ଉଦାହରଣ : ତିରିଶ ବର୍ଷ ବୟସରେ ବି ସୂର୍ଯ୍ୟ ସବୁବେଳେ ପିଲାଳିଆ ବ୍ୟବହାର କରିଥାଏ
ସମକକ୍ଷ : ଛୁଆଳିଆ
ଅନ୍ୟ ଭାଷାରେ ଅନୁବାଦ :हिन्दी English
बच्चों जैसा।
Indicating a lack of maturity.
ଅର୍ଥ : ପିଲାମାନଙ୍କ ଯୋଗ୍ୟ
ଉଦାହରଣ : ଆମେ ଏ ପିଲାଳିଆ ଖେଳ ଖେଳିବା ନାହିଁ
बच्चों के योग्य।
Of or relating to or characteristic of or appropriate for children or young people.
ସଂସ୍ଥାପନ କରନ୍ତୁ