ଅର୍ଥ : ଚିକ୍କଣ ଲେପ ଯାହା କୌଣସି ବସ୍ତୁକୁ ଚମକାଇବାପାଇଁ ତା ଉପରେ ଲଗାଯାଏ
ଉଦାହରଣ :
ସେ କିଛି ବସ୍ତୁ ଉପରେ ପାଲିସି ଲଗାଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
A preparation used in polishing.
polishଅର୍ଥ : ତେଲ, ଘିଅ, ଚର୍ବି, ଗ୍ରୀସ ଇତ୍ୟାଦି ଚିକ୍କଣ ପଦାର୍ଥ
ଉଦାହରଣ :
ପାଲିସି ବହୁତ ଉପଯୋଗୀ
ଅନ୍ୟ ଭାଷାରେ ଅନୁବାଦ :
A substance capable of reducing friction by making surfaces smooth or slippery.
lube, lubricant, lubricating substance, lubricator