ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପାନ ରଖିବାପାଇଁ ବାଉଁଶ ପାତିଆରେ ତିଆରି ପେଟେରା
ଉଦାହରଣ : ପାନରା ପାନବେତାରୁ ପାନ କାଢ଼ି ପାଣିରେ ପକାଉଛି
ସମକକ୍ଷ : ପାନବେତା
ଅନ୍ୟ ଭାଷାରେ ଅନୁବାଦ :हिन्दी
पान रखने की बाँस की फट्टियों की बनी हुई पिटारी।
ସଂସ୍ଥାପନ କରନ୍ତୁ