ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଫଳ ଆଦି ପୁଷ୍ଟହୋଇ ଖାଇବାଯୋଗ୍ୟ ହେବା
ଉଦାହରଣ : ଟୋକେଇରେ ସବୁ ଆମ୍ବ ପାଚିଯାଇଛି
ସମକକ୍ଷ : ପକ୍ୱ ହେବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
फल आदि का पुष्ट होकर खाने योग्य होना।
Grow ripe.
ଅର୍ଥ : ଫଳକୁ ଭୁସିଆଦିରେ ରଖି ପଚାଇବା
ଉଦାହରଣ : ଭୁସିରେ ରଖାହୋଇଥିବା ଆମ୍ବ ପାଚିଯାଇଛି
ସମକକ୍ଷ : ପକ୍ୱହେବା, ପାକଲାହେବା
फलों का भूसे अदि में दबकर पकना।
ସଂସ୍ଥାପନ କରନ୍ତୁ