ଅର୍ଥ : ବିନା ଅଧିକାରରେ କୌଣସି ଜାଗାରେ ପହଞ୍ଚିଯିବା
ଉଦାହରଣ :
ଗୋଟିଏ ଚୋର ଅଗଣାରେ ପଶିଛି
ସମକକ୍ଷ : ଅନୁପ୍ରବେଶ କରିବା, ପଶିଯିବା, ପ୍ରବେଶ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହଠାତ୍ ମଝିରେ ଆସି ପଡ଼ିବା
ଉଦାହରଣ :
ବାପପୁଅଙ୍କ କଳିରେ ଆପଣ କାହିଁକି ପଡ଼ୁଛନ୍ତି?
ସମକକ୍ଷ : ପଡ଼ିବା, ମୁଣ୍ଡପୁରେଇବା, ହସ୍ତକ୍ଷେପ କରିବା
ଅନ୍ୟ ଭାଷାରେ ଅନୁବାଦ :
अनावश्यक रूप से बीच में बोलना या हस्तक्षेप करना।
बाप बेटे की लड़ाई में तुम टाँग मत अड़ाओ।ଅର୍ଥ : ଭିତରକୁ ଯିବା
ଉଦାହରଣ :
ସେ ପଢ଼ିବା ପାଇଁ ଅଧ୍ୟୟନ କୋଠରୀରେ ପ୍ରବେଶ କଲା
ସମକକ୍ଷ : ଆସିବା, ଉପସ୍ଥିତ ହେବା, ପ୍ରବେଶ କରିବା, ଭିତରକୁ ଆସିବା
ଅନ୍ୟ ଭାଷାରେ ଅନୁବାଦ :
किसी निश्चित सीमा, स्थान आदि के अंदर जाना या उसके भीतर आना।
उसने पढ़ने के लिए अध्ययन कक्ष में प्रवेश किया।