ଅର୍ଥ : କୋମଳ ସୂତାରେ ତିଆରି ପୋଷାକ
ଉଦାହରଣ :
ପଶମୀନା ପୋଷାକ ବହୁତ ଗରମ ହୋଇଥାଏ
ସମକକ୍ଷ : ପଶମୀନା ପୋଷାକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାର ପାହାଡ଼ିଆ ଛେଳି
ଉଦାହରଣ :
ପଶମୀନା ଛେଳିର ଲୋମରୁ ପଶମୀନା ଶାଲ,ସ୍ୱେଟର ଆଦି ତିଆରି ହୋଇଥାଏ
ସମକକ୍ଷ : ପଶମୀନା ଛେଳି
ଅନ୍ୟ ଭାଷାରେ ଅନୁବାଦ :
एक प्रकार की पहाड़ी बकरी।
पश्मीना बकरी के रोम से पश्मीना शाल, स्वेटर आदि बनाए जाते हैं।