ଅର୍ଥ : ସେହି ସଙ୍ଗୀତ ଯାହା ସାମାନ୍ୟତଃ କିଶୋର-କିଶୋରୀମାନଙ୍କୁ ଆକର୍ଷକ ଲାଗେ
ଉଦାହରଣ :
ପପ୍ ସଙ୍ଗୀତର ତାଳେତାଳେ ସମସ୍ତେ ଝୁମିଲେ
ସମକକ୍ଷ : ପପ୍ ମିଉଜିକ୍, ପପ୍ ମ୍ୟୁଜିକ୍
ଅନ୍ୟ ଭାଷାରେ ଅନୁବାଦ :
वह संगीत जो सामान्यतः किशोर-किशोरियों को आकर्षक लगे।
पॉप संगीत की धुन पर सभी थिरक रहे हैं।