ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦକ   ବିଶେଷ୍ୟ

ଅର୍ଥ : କାହାରିକୁ କୌଣସି ବିଶେଷ ଭଲ କାମ କରିଥିବାରୁ ପ୍ରମାଣ ଏବଂ ପୁରସ୍କାର ରୂପରେ ଅଥବା ସମ୍ମାନିତ କରିବା ନିମନ୍ତେ ଦିଆଯାଉଥିବା ଏକ ଛୋଟ ବସ୍ତୁ

ଉଦାହରଣ : ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ହୋଇଥିବାରୁ ତାକୁ ସୁନାର ପଦକ ମିଳିଲା

ସମକକ୍ଷ : ମେଡ଼ାଲ୍


ଅନ୍ୟ ଭାଷାରେ ଅନୁବାଦ :

कुछ विशिष्ट आकार की बनाई हुई धातु की वह छोटी वस्तु जो किसी को कोई विशेष, अच्छा कार्य करने पर प्रमाण और पुरस्कार रूप में अथवा सम्मानित करने के लिए दी जाती है।

संगीत प्रतियोगिता में प्रथम आने पर उसे सोने का पदक मिला।
तगमा, तमग़ा, तमगा, पदक, मेडल

An award for winning a championship or commemorating some other event.

decoration, laurel wreath, medal, medallion, palm, ribbon

ଅର୍ଥ : ପାନ ଆକୃତିର ଗୋଟିଏ ଗହଣା

ଉଦାହରଣ : ନାରୀମାନେ ବେକରେ ଜୁଗୁନୂ ପିନ୍ଧିଥାନ୍ତି

ସମକକ୍ଷ : ଜୁଗୁନୂ


ଅନ୍ୟ ଭାଷାରେ ଅନୁବାଦ :

पान के आकार का एक गहना।

जुगनू महिलाओं द्वारा गले में धारण किया जाता है।
जुगनू, जुगनूँ, पदिक

Jewelry consisting of a cord or chain (often bearing gems) worn about the neck as an ornament (especially by women).

necklace

ଅର୍ଥ : ଛୋଟ ଆକାରର ମୂର୍ତ୍ତି

ଉଦାହରଣ : ସେ ନିଜ ଗଳାରେ ଏକ ହନୁମାନ ପଦକ ପିନ୍ଧିଛି


ଅନ୍ୟ ଭାଷାରେ ଅନୁବାଦ :

वह मूर्ति जो आकार में छोटी हो।

वह अपने गले में हनुमान की मूर्तिका पहनता है।
छोटी मूर्ति, मूर्तिका

A small carved or molded figure.

figurine, statuette

ଅର୍ଥ : ପିଲାମାନେ ପିନ୍ଧୁଥିବା ଏକ ପ୍ରକାର ଆଭୂଷଣ

ଉଦାହରଣ : ପିଲାମାନଙ୍କ କଣ୍ଠରେ ପଦକ ପିନ୍ଧାଯାଏ


ଅନ୍ୟ ଭାଷାରେ ଅନୁବାଦ :

एक आभूषण जो बच्चे पहनते हैं।

मंखी बच्चों के कंठ में पहनाई जाती है।
मंखी

Jewelry consisting of a cord or chain (often bearing gems) worn about the neck as an ornament (especially by women).

necklace

ଅର୍ଥ : ବେକରେ ପିନ୍ଧାଯାଉଥିବା ଯେଉଁ ଗହଣାରେ କୌଣସି ଦେବତାଙ୍କ ଚରଣ ଅଙ୍କନ ହୋଇଥାଏ

ଉଦାହରଣ : ଏହି ପଦକରେ ପ୍ରଭୁ ଗଣେଶଙ୍କ ଚରଣ ଅଙ୍କିତ ହୋଇଛି


ଅନ୍ୟ ଭାଷାରେ ଅନୁବାଦ :

गले में पहनने का वह गहना जिसपर किसी देवता के चरण अंकित हों।

इस पदिक पर भगवान गणेश के चरण अंकित हैं।
पदिक

ଅର୍ଥ : ଦେବତାଙ୍କ ପଦରୁ ତିଆରି ହୋଇଥିବା ଚିହ୍ନ ଯାହାର ପୂଜା କରା ଯାଇଥାଏ

ଉଦାହରଣ : ଏହି ପୂଜାଘରେ ଅଧିକାଂଶ ଦେବତାଙ୍କ ପଦକ ତିଆରି ହୋଇଅଛି

ସମକକ୍ଷ : ପାଦୁକା, ଫଟୋ


ଅନ୍ୟ ଭାଷାରେ ଅନୁବାଦ :

देवी-देवताओं के पैरों के बनाये हुए वे चिह्न जिनकी पूजा की जाती है।

इस पूजाघर में अधिकांश देवताओं के पदक बने हुए हैं।
पदक