ଅର୍ଥ : ଖଣିଜ ରୂପରେ ମିଳୁଥିବା କୋଇଲା
ଉଦାହରଣ :
ବିହାରରେ ପଥର କୋଇଲା ଅଧିକ ମାତ୍ରାରେ ମିଳିଥାଏ
ସମକକ୍ଷ : ଖଣିଜ କୋଇଲା
ଅନ୍ୟ ଭାଷାରେ ଅନୁବାଦ :
वह कोयला जो खनिज के रूप में पाया जाता है।
बिहार में खनिज कोयला अत्यधिक मात्रा में पाया जाता है।Fossil fuel consisting of carbonized vegetable matter deposited in the Carboniferous period.
coal