ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଶ୍ଚଳ ହୋଇଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଶ୍ଚଳ ହୋଇଯିବା   କ୍ରିୟାପଦ

ଅର୍ଥ : ସ୍ତବ୍ଧ ବା ଜଡ଼ ହୋଇଯିବା

ଉଦାହରଣ : ବିଦେଶ ଯାଇଥିବା ପୁଅର ବାଟ ଚାହିଁଚାହିଁ ମାଆର ଆଖି ସ୍ତବ୍ଧ ହୋଇଗଲାଣି

ସମକକ୍ଷ : ଜଡ଼ ହୋଇଯିବା, ସ୍ତବ୍ଧ ହୋଇଯିବା


ଅନ୍ୟ ଭାଷାରେ ଅନୁବାଦ :

स्तब्ध या जड़ हो जाना।

विदेश गये बेटे की राह देखते-देखते माँ की आँखें पथरा गईं।
पथराना