ଅର୍ଥ : ଯେଉଁ ପ୍ରକ୍ରିୟାରେ ପ୍ରଜଜନ ନକରିପାରିବାପାଇଁ ପୁରୁଷର ଶୁକ୍ରାଣୁ ବାହିକା ଧମନୀକୁ କାଟି ଦିଆଯାଏ
ଉଦାହରଣ :
ନସବନ୍ଦୀ ପରିବାର ନିୟୋଜନର ଏକ ମାଧ୍ୟମ
ସମକକ୍ଷ : ନସବନ୍ଦୀ
ଅନ୍ୟ ଭାଷାରେ ଅନୁବାଦ :
Surgical procedure that removes all or part of the vas deferens (usually as a means of sterilization). Is sometimes reversible.
vasectomy