ଅର୍ଥ : କୌଣସି ସଂସ୍ଥା ଆଦିରେ ନୂଆ କରି ହୋଇଥିବା ନିଯୁକ୍ତି
ଉଦାହରଣ :
ସେନାବାହିନୀରେ ଆମ ଗାଁର ଦୁଇଜଣ ଲୋକ ନବନିଯୁକ୍ତି ହେଲେ
ସମକକ୍ଷ : ନୂଆନିଯୁକ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी संस्था आदि में नई की गयी या हुई नियुक्ति।
सेना में मेरे गाँव के दो लोगों की नवनियुक्ति हुई।