ଅର୍ଥ : କୌଣସି ବସ୍ତୁ ଆଦିର କିନାରି ତିଆରି କରିବା
ଉଦାହରଣ :
ସୀମା ଅଙ୍କିତଚିତ୍ରଦ୍ୱାରା ରୁମାଲର ଧଡ଼ି ତିଆରି କରୁଛି
ସମକକ୍ଷ : କିନାରି ତିଆରି କରିବା, କିନାରି ପକାଇବା, ଧଡ଼ି ତିଆରି କରିବା, ବର୍ଡ଼ର କରିବା
ଅନ୍ୟ ଭାଷାରେ ଅନୁବାଦ :
* किसी वस्तु आदि की किनारी बनाना।
सीमा बेल-बूटे द्वारा रुमाल की किनारी बना रही है।