ଅର୍ଥ : ଯେ ବହୁତ ଦୟାଳୁ
ଉଦାହରଣ :
ସେଠ ଦୟାରାମ ହେଉଛନ୍ତି ଦୟାବନ୍ତ, ସେ ଗରିବଙ୍କ ସେବାରେ ନିଜର ସବୁକିଛି ଅର୍ପଣ କରିଦେଇଛନ୍ତି
ସମକକ୍ଷ : କୃପାନିଧି, କୃପାସିନ୍ଧୁ, ଦୟାବନ୍ତ, ଦୟାବାନ, ଦୟାସାଗର
ଅନ୍ୟ ଭାଷାରେ ଅନୁବାଦ :
Having or proceeding from an innately kind disposition.
A generous and kindhearted teacher.